କରୋନା ମୃତ୍ୟୁହାର ହ୍ରାସ ପାଇଁ ପ୍ରଫେସରଙ୍କୁ ନେଇ ଟେକ୍ନିକାଲ କମିଟି ଗଠିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ିଚାଲିଛି। ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଯଦିଓ ରାଜ୍ୟରେ ମୃତ୍ୟୁ ହାର କମ୍ ରହିଛି, ତଥାପି ମୃତ୍ୟୁ ସଂଖ୍ୟାକୁ ଆହୁରି କମାଇବା ଲାଗି ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ରାଜ୍ୟରେ କରୋନା…