Browsing Tag

The state government will also pay the crop insurance premium of the farmers

ଏଣିକି ଚାଷୀଙ୍କ ଫସଲ ବୀମା ପ୍ରିମିୟମ ଦେବେ ରାଜ୍ୟ ସରକାର

ଚାଷୀଙ୍କ ଲାଗି ଖୁସି ଖବର । ଚାଷୀଙ୍କ ଫସଲ ବୀମା ପ୍ରିମିୟମ ଅର୍ଥ ଏଣିକି ରାଜ୍ୟ ସରକାର ବହନ କରିବେ । ଚଳିତ ବର୍ଷଠାରୁ ରାଜ୍ୟ ସରକାର ଏହା ଅର୍ଥ ବହନ କରିବାକୁ ଯାଉଛନ୍ତି । ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ରାଜ୍ୟରେ ଫସଲବୀମା ପରିସରକୁ ଅଧିକ…