୧୫ଦିନ ବନ୍ଦ ରହିବ ଶ୍ରୀଲିଙ୍ଗରାଜଙ୍କ ସିଂହଦ୍ବାର
ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାରରେ ଲାଗିବ ନୂଆ କବାଟ,ଉତ୍ତରଦ୍ବାର ପଟେ ଯିବେ ଭକ୍ତ। ପଞ୍ଚୁକ ପରେ ପରେ ଆରମ୍ଭ ହେବ କାମ। କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ହେଉଥିବା ଏହି କାର୍ଯ୍ୟ ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ। ଦୀର୍ଘ ଦିନ ହେଲା ସିଂହଦ୍ବାରର ଏହି ମୁଖ୍ୟ କବାଟ ଦୋହଲୁଛି।…