ବିଶିଷ୍ଟ କଥାକାର ଭୀମ ପୃଷ୍ଟିଙ୍କୁ ମିଳିବ ଶାରଳା ପୁରସ୍କାର
ବିଶିଷ୍ଟ କଥାକାର ଭୀମ ପୃଷ୍ଟି ପାଇବେ ଚଳିତ ବର୍ଷର ସମ୍ମାନଜକନ ଶାରଳା ପୁରସ୍କାର। ଉପନ୍ୟାସ 'ଜମ୍ବୁଲୋକ' ପାଇଁ ସେ ଏହି ପୁରସ୍କାର ପାଇବେ। ଏନେଇ ଇମ୍ଫା ଚାରିଟେବଲ ଟ୍ରଷ୍ଟ 'ଇମ୍ପାକ୍ଟ' ପକ୍ଷରୁ ତାଙ୍କ ନାଁ ଘୋଷଣା କରାଯାଇଛି। ପୁରସ୍କାର ସ୍ୱରୂପ ନଗଦ ୫ ଲକ୍ଷ ଟଙ୍କା, ସମ୍ମାନ ପତ୍ର ଓ ଫଳକ…