ନିର୍ମାଣାଧୀନ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପରିଦର୍ଶନ କଲେ ବରିଷ୍ଠ ପ୍ରଶାସନିକ ଦଳ
ପୁରୁଷ ହକି ବିଶ୍ୱକପ ଆରମ୍ଭ ପୂର୍ବରୁ ଆଜି ରାଉରକେଲା ଗସ୍ତରେ ଅଛନ୍ତି ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସନିକ ଦଳ। ରାଉରକେଲାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ, କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା ଓ ଇଡକୋ ଏମଡି ଭୁପିନ୍ଦର ସିଂ ପୁନିଆ।…