ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ମହାଭାରତ ଏବଂ ରାମାୟଣ
ସ୍କୁଲ ପାଠ୍ୟକ୍ରମରେ ସାମାଜିକ ବିଜ୍ଞାନରେ ସଂଶୋଧନ ନିମନ୍ତେ ଏନସିଇଆରଟି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ଏହି କମିଟି ପାଠ୍ୟପୁସ୍ତକରେ ରାମାୟଣ ଏବଂ ମହାଭାରତ ଭଳି ମହାକାବ୍ୟକୁ ସାମିଲ କରିବା ଏବଂ ସ୍କୁଲ ଶ୍ରେଣୀ କାନ୍ଥରେ ସମ୍ବିଧାନ ମୁଖବନ୍ଧ (ପ୍ରିଏମ୍ବଲ) ଲେଖିବାକୁ ସୁପାରିଶ…