Browsing Tag

The private bus owners union has called a strike across the state from oct 20

ଆସନ୍ତା ୨୦ରୁ ସାରା ରାଜ୍ୟରେ ଧର୍ମଘଟର ଡାକରା ଦେଲା ଘରୋଇ ବସ୍ ମାଲିକ ସଂଘ

ସରକାରଙ୍କ ସହ ଆଲୋଚନା ସତ୍ୱେ ଦାବି ପୂରଣ ନ ହେବାରୁ ପୁନର୍ବାର ଆସନ୍ତା ୨୦ ତାରିଖରୁ ସାରା ରାଜ୍ୟରେ ଧର୍ମଘଟର ଡାକରା ଦେଇଛି ଘରୋଇ ବସ୍ ମାଲିକ ସଂଘ। ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ଏଭଳି ନିଷ୍ପତ୍ତି ନେଇଛି। ତେବେ ପୂଜା ଛୁଟିରେ ଧର୍ମଘଟ ପାଇଁ ପରିସ୍ଥିତି ବାଧ୍ୟ…