Browsing Tag

The price of Amul milk has increased

ବଢିଲା ଅମୁଲ କ୍ଷୀରର ଦାମ୍

ବଢିଲା ଅମୁଲ କ୍ଷୀରର ମୂଲ୍ୟ । ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛନ୍ତି ସରକାର । ଅମୁଲ ଗୋଲ୍ଡ, ଅମୁଲ ଶକ୍ତି, ଅମୁଲ ଚା ସ୍ପେଶାଲ କ୍ଷୀରର ମୂଲ୍ୟ ବୃଦ୍ଧି ହୋଇଛି । ବର୍ତ୍ତମାନ ଅମୁଲ ଗୋଲ୍ଟ ମୂଲ୍ୟ ଲିଟର ପିଛା ୬୪ରୁ ୬୬ ଟଙ୍କା ବୃଦ୍ଧି ପାଇଛି । ଯେଉଁଠାରେ ଅମୁଲ ଚା ସ୍ପେସିଆଲର ମୂଲ୍ୟ…