ବଢ଼ିଲା ରଜାଘରର କଳି; ଅର୍କେଶଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ
ବଲାଙ୍ଗିର ରାଜପରିବାରର ସାନବୋହୂ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭି.ପି ସିଂଙ୍କ ନାତୁଣୀ ଅଦ୍ରିଜାକୁମାରୀ ସିଂଦେଓ ଦେଇଥିବା ଏତଲାକୁ ଶେଷରେ ପୁଲିସ ପଞ୍ଜିକୃତ କରିଛି । ଗତ ଗୁରୁବାର ଉତ୍ତରାଖଣ୍ଡ ଡିଜିପିଙ୍କ ନିର୍ଦ୍ଦେଶକ୍ରମେ ରାଜପୁର ରୋଡ ଥାନା ପୁଲିସ ଅର୍କେଶ ନାରାୟଣ…