ଉଚ୍ଛେଦ ଟାଳିଲା ବଡ ବିପଦ, ବିପଦଶଙ୍କୁଳ ଅବସ୍ଥାରେ ଥିଲା ଲଙ୍ଗୁଳି ମଠ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ଜଗନ୍ନାଥ ମନ୍ଦିରର ସୁରକ୍ଷା ଦୃଷ୍ଟିକୋଣରୁ ମେଘନାଦ ପାଚେରୀକୁ ଲାଗିଥିବା ଦୋକାନ ସବୁ ପୂର୍ବରୁ ଉଠାଇ ଦିଆଯାଇଛି । ସେହିପରି ପୁରୀକୁ ବିଶ୍ୱ ଐତିହ୍ୟ ସହର ମାନ୍ୟତା ଦେବାପାଇଁ ଶ୍ରୀମନ୍ଦିର ଚତୁରପାର୍ଶ୍ଵରୁ ୭୫ମିଟର ଭିତରେ ଥିବା ସମସ୍ତ ମଠ, ଦୋକାନ ଓ ଘର ଭଙ୍ଗା…