Browsing Tag

The much talked about K.Deepika-Dinesh case takes a new twist

ବହୁଚର୍ଚ୍ଚିତ କେ.ଦୀପିକା-ଦିନେଶ ମାମଲା ନୂଆ ମୋଡ଼, DNA ରିପୋର୍ଟ ଧରି ଦିନେଶ ଦୁଆରେ ଧାରଣା

ବହୁଚର୍ଚ୍ଚିତ କେ. ଦୀପିକା-ଦିନେଶ ମାମଲା ନୂଆ ମୋଡ଼। ଆସିଲା ଦୀପିକା ଓ ଦିନେଶଙ୍କ ଡିଏନ୍‌ଏ ରିପୋର୍ଟ। ରିପୋର୍ଟରେ ସ୍ପଷ୍ଟ ହେଲା ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟ ହେଉଛନ୍ତି ଦିନେଶ। ଡିଏନ୍‌ଏ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ପରେ ହାତରେ ଡିଏନ୍‌ଏ ରିପୋର୍ଟ ଓ ଫଟୋ ବ୍ୟାନ୍‌…