Browsing Tag

The inmates’ daily wages increased

କଏଦୀଙ୍କ ବଢ଼ିଲା ଦୈନିକ ମଜୁରି

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ କାରାଗାରରେ ସଜା କାଟୁଥିବା କଏଦୀଙ୍କ ଦୈନିକ ମଜୁରି ବୃଦ୍ଧି କରାଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ଜେଲ୍ ବିଭାଗକୁ ଚିଠି କରାଯାଇଛି । ପୂର୍ବରୁ କୁଶଳୀ କଏଦୀମାନେ ଦୈନିକ ମଜୁରି ୭୦ ଟଙ୍କା ପାଉଥିବାବେଳେ ଏବେ ତାହା ୧୪୫ ଟଙ୍କାକୁ ବୃଦ୍ଧି ହୋଇଛି । ସେହିପରି…