ବାବୁସାନଙ୍କ ଆଗୁଆ ଜାମିନ ମାମଲାରେ ପୂର୍ଣ୍ଣଛେଦ ଟାଣିଲେ ହାଇକୋର୍ଟ
ବାବୁସାନଙ୍କ ଆଗୁଆ ଜାମିନ ମାମଲାରେ ପୂର୍ଣ୍ଣଛେଦ ଟାଣିଲେ ହାଇକୋର୍ଟ । କମିଶନରେଟ ପୋଲିସ ବାବୁସାନଙ୍କୁ ସିଆରପିସିର ଧାରା ୪୧(କ) ଅନୁଯାୟୀ ନୋଟିସ ଜାରି କରିଛି । ସେଥିରେ ଦସ୍ତଖତ କରିଛନ୍ତି ବାବୁସାନ । ଏ ସମ୍ପର୍କରେ ହାଇକୋର୍ଟଙ୍କୁ ବାବୁସାନଙ୍କ ଓକିଲ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ଅବଗତ…