ସାଲିଆ ସାହିରେ ଉତ୍ତେଜନା
ଭୁବନେଶ୍ବରର ସାଲିଆ ସାହିରେ ଉତ୍ତେଜନା। ଜବର ଦଖଲ ଉଚ୍ଛେଦ ବେଳେ ସ୍ଥାନୀୟ ବାସିନ୍ଦା ଙ୍କ ସହ ବିଏମସି କର୍ମଚାରୀ ଓ ପୋଲିସ ମୁହାଁମୁହିଁ।
ହକି ବିଶ୍ବକପ ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ଜବର ଦଖଲ ଉଚ୍ଛେଦ ଚାଲିଛା। ଏହି କ୍ରମରେ ସାଲିଆ ସାହିରେ ଆଜି ଉଚ୍ଛେଦ କରାଯାଉଛି। ତେବେ ଜବରଦଖ…