ଆସନ୍ତା ୭ତାରିଖରେ ଶେଷ ହେବ +୨ ପରୀକ୍ଷାର ମୂଲ୍ୟାଙ୍କନ ପ୍ରକ୍ରିୟା
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ୨୦୨୩ ଯୁକ୍ତ୨ ମୂଲ୍ୟାଙ୍କନ ପ୍ରକ୍ରିୟାର ଉଭୟ ଅଫ୍ଲାଇନ୍ ଏବଂ ଅନ୍ଲାଇନ୍ ଖାତାଦେଖା ଆସନ୍ତା ୭ତାରିଖ (ରବିବାର)ଶେଷ ହେବ । ତେବେ ଅଫ୍ଲାଇନ୍ ମୂଲ୍ୟାଙ୍କନରେ ପ୍ରାୟ ୮୦% ଏବଂ ଅନ୍ଲାଇନ୍ ଖାତାଦେଖାରେ ୮୫% ମୂଲ୍ୟାଙ୍କନ ଶେଷ…