ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଦମ୍ଭୋକ୍ତି, ୨୦୨୪ ନିର୍ବାଚନରେ ରାଜ୍ୟରେ ବଦଳିବ ସରକାର
୨୦୨୪ ନିର୍ବାଚନରେ ରାଜ୍ୟରେ ବଦଳିବ ସରକାର । ଓଡିଶାରେ ସରକାର ଗଢିବ ଭାରତୀୟ ଜନତା ପାର୍ଟି । ବରଗଡ ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ଦମ୍ଭୋକ୍ତି ବାଢିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ୨୦୨୪ରେ ବିଜେଡି ମୁକ୍ତ ହେବ ରାଜ୍ୟ । ବିଜେପି ଏକାକୀ ସରକାର ଗଢିବ ।…