କଲେଜ କ୍ୟାମ୍ପସ ହେବ ସମ୍ପୂର୍ଣ୍ଣ ନିଶାମୁକ୍ତ, ଏଣିକି ଅଧ୍ୟାପକ ଓ ଅଧ୍ୟାପିକାମାନେ ଦାଖଲ କରିବେ ଆଣ୍ଟି ଡ୍ରଗ୍…
କଲେଜ କ୍ୟାମ୍ପସ ହେବ ସମ୍ପୂର୍ଣ୍ଣ ନିଶା ମୁକ୍ତ। କେବଳ ଛାତ୍ରଛାତ୍ରୀ ନୁହେଁ, ଅଧ୍ୟାପକ ଓ ଅଧ୍ୟାପିକାମାନେ ଏଣିକି ଦାଖଲ କରିବେ ଆଣ୍ଟି ଡ୍ରଗ୍ ଡିକ୍ଲାରେସନ୍। ବିଧାନସଭା ଷ୍ଟାଣ୍ଡିଂ କମିଟି ଏହି ସୁପାରିଶ କରିଛି। ଏନେଇ ସୂଚନା ଦେଇଛନ୍ତି ବିଧାନସଭା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭୂପିନ୍ଦର…