କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ଚାଷୀଙ୍କ ସ୍ବାର୍ଥକୁ ନଜରରେ ରଖି ବଳକା ୨୦ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବାକୁ ସେ ଏହି ଚିଠିରେ ପ୍ରକାଶ କରିଛନ୍ତି । ମାର୍ଚ୍ଚ ୩୧ରେ ସରୁଥିବା ଚଳିତ ଖରିଫ ସିଜିନରେ ୨୨ତାରିଖ ସୁଦ୍ଧା ୪୪ଲକ୍ଷ…