Browsing Tag

The Chief Minister of Assam saw the Lord jagannath

ମହାପ୍ରଭୁଙ୍କୁ ଦର୍ଶନ କଲେ ଆସାମ ମୁଖ୍ୟମନ୍ତ୍ରୀ

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପୁରୀରେ ପହଞ୍ଚିଛନ୍ତି। ସେ ଆଜି ସପରିବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ପୁରୀ ଗସ୍ତ ଅବସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଶ୍ରୀ ବିଶ୍ବ ଶର୍ମା ସିଂହଦ୍ଵାରରେ ପହଞ୍ଚିବା…