ପାରାଦୀପରେ ବିଶ୍ୱର ଅନ୍ୟତମ ବୃହତ ଷ୍ଟିଲ କାରଖାନାର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
JSW ଦ୍ୱାରା ବର୍ଷକୁ ୧୩.୨ ମିଲିଅନ ଟନ୍ ଷ୍ଟିଲ ଉତ୍ପାଦନ ଲକ୍ଷ୍ୟ,ବିଜୁ ବାବୁଙ୍କ ସ୍ୱପ୍ନ ଆଜି ନବୀନ ପଟ୍ଟନାୟକ ପୂରଣ କରିଛନ୍ତି, ଓଡିଶା ଆଜି ପୁଞ୍ଜି ନିବେଶର ପ୍ରମୁଖ ରାଜ୍ୟ ହୋଇପାରିଛି- ସଜ୍ଜନ ଜିନ୍ଦଲ
ଭୁବନେଶ୍ବର(ଓଡ଼ିଶା ଫାଷ୍ଟ ବ୍ୟୁରୋ):ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ…