ନବନିଯୁକ୍ତ ୭୧୬ ଏଏସ୍ଓଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ
୫-ଟି ଉପକ୍ରମ ଅନୁସରଣ କର । କାର୍ଯ୍ୟରେ ସ୍ୱଚ୍ଛତା ରଖ । ଦାୟିତ୍ୱବାନ ହୁଅ । ଜନସାଧାରଣଙ୍କୁ ସେବା ଦିଅ । ସଚିବାଳାୟ କ୍ୟାଡରରେ ନବନିଯୁକ୍ତ ୭୧୬ ସହକାରୀ ଉପବିଭାଗ ଅଧିକାରୀ(ଏଏସ୍ଓ)ଙ୍କୁ ଏଭଳି ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଲୋକସେବା ଭବନରେ ଏନେଇ…