Browsing Tag

The Chief Minister extended greetings on the occasion of New Year

ଇଂରାଜୀ ନବବର୍ଷ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆ ସ୍ୱପ୍ନ ଓ ନୂତନ ସମ୍ଭାବନାକୁ ନେଇ ଆସିଛି ନୂଆବର୍ଷ ୨୦୨୪। ନୂଆ ଆଶା ଓ ଆକାଂକ୍ଷା ନେଇ ସମସ୍ତେ ନୂଆବର୍ଷକୁ ସ୍ୱାଗତ କରୁଛନ୍ତି। ନୂଆବର୍ଷରେ ନେଇଛନ୍ତି ନୂଆ ସଂକଳ୍ପ। ଇଂରାଜୀ ନବବର୍ଷ ୨୦୨୪ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…