ପବିତ୍ର ଦୁର୍ଗାପୂଜାରେ ଅବସରରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଧରାପୃଷ୍ଠକୁ ଅବତରଣ କରିଛନ୍ତି ଦୁର୍ଗତିନାଶିନୀ ମା' ଦୁର୍ଗା। ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର। ସବୁଆଡେ ଦୁର୍ଗତିନାଶିନୀ ଦୁର୍ଗାଙ୍କ ଆବାହନ କରାଯାଉଛି । ଆଧ୍ୟାତ୍ମିକ ପରିବେଶ ଶ୍ରଦ୍ଧାଳୁଙ୍କୁ ବିଭୋର କରୁଛି ।
ତେବେ ପବିତ୍ର ଦୁର୍ଗାପୂଜାରେ ସମସ୍ତଙ୍କୁ ଶାରଦୀୟ…