ଜାତୀୟ କ୍ରୀଡ଼ାରେ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଆସନ୍ତା ୨୬ ତାରିଖରୁ ୩୭ତମ ଜାତୀୟ କ୍ରୀଡା ଗୋଆରେ ଆୟୋଜିତ ହେବାକୁ ଯାଉଛି । ଏଥିରେ ଓଡ଼ିଶାରୁ ୩ଶହରୁ ଅଧିକ ଖେଳାଳି ଅଂଶଗ୍ରହଣ କରିବେ । ୩୧ଟି ବର୍ଗରେ ଖେଲାଳିମାନେ ସେମାନଙ୍କ କ୍ରୀଡା ପ୍ରତିଭା ପ୍ରଦର୍ଶନ କରିବେ । ଖେଳାଳିଙ୍କୁ ଉତ୍ସାହିତ କରିବାକୁ ଯାଇ ରାଜ୍ୟ ସରକାର ପୁରସ୍କାର ରାଶି…