ଆଦିବାସୀଙ୍କ ଜମି ହସ୍ତାନ୍ତରକୁ ନେଇ ହୋଇଥିବା କ୍ୟାବିନେଟ ନିଷ୍ପତ୍ତିର ହେବ ସଂଶୋଧନ
ଆଦିବାସୀଙ୍କ ଜମି ହସ୍ତାନ୍ତରକୁ ନେଇ ହୋଇଥିବା କ୍ୟାବିନେଟ ନିଷ୍ପତ୍ତିର ହେବ ସଂଶୋଧନ । ଅଧିକ ତର୍ଜମା କରିବେ ଆଦିବାସୀ ଉପଦେଷ୍ଟା କମିଟି । କ୍ୟାବିନେଟର ପୂର୍ବ ନିଷ୍ପତ୍ତିର ହେବ ଅଧିକ ତର୍ଜମା । ଏନେଇ ବିଧାନସଭାରେ ବିବୃତି ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ।…