ମହାନଦୀରେ ବୁଡ଼ିଲା ଡଙ୍ଗା, ୬ ଜଣ ନିଖୋଜ
ମହାନଦୀରେ ବୁଡ଼ିଲା ଡଙ୍ଗା । ଡଙ୍ଗା ବୁଡ଼ି ୬ ଜଣ ନିଖୋଜ ହୋଇଥିବାବେଳେ ୪୦ଜଣ ଉଦ୍ଧାର ହୋଇଛନ୍ତି । ଏଭଳି ଏକ ଘଟଣା ଝାରସୁଗୁଡା ଜିଲ୍ଲା ଲଖନପୁରଠାରେ ଘଟିଛି ।
ପ୍ରକାଶ ଯେ, ଡଙ୍ଗାଟି ଲଖନପୁର ବ୍ଲକ ଶରଧାରୁ ଲୋକେ ବରଗଡ଼ ଜିଲ୍ଲା ବାଞ୍ଜିପାଲିକୁ ଯାଉଥିଲା । ଏହି ସମୟରେ ଡଙ୍ଗାଟି ବୁଡ଼ି…