ଜିଲ୍ଲାୱାରୀ ମହିଳା ପ୍ରଭାରୀ ତାଲିକା ଘୋଷଣା କଲା ବିଜେଡି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜୁ ଜନତା ଦଳ ପକ୍ଷରୁ ସୋମବାର ଜିଲ୍ଲାୱାରୀ ମହିଳା ପ୍ରଭାରୀଙ୍କ ନାମ ଘୋଷଣା କରିଛି । ନିଯୁକ୍ତି ପାଇଥିବା ପ୍ରଭାରୀମାନେ ତୃଣମୂଳସ୍ତରରେ ଦଳର ମହିଳା ସଂଗଠନକୁ ମଜଭୁତ କରିବା ଦିଗରେ ବିଶେଷ ଧ୍ୟାନ ଦେବା ସହ କିଭଳି ଭାବେ ମହିଳାମାନେ ମୁଖ୍ୟସ୍ରୋତରେ ସାମିଲ ହେବ…