Browsing Tag

The 5 secretaries showed generosity in spite of the calamity

କାଳିମାଡ଼ ସତ୍ତ୍ବେ ଉଦାରତା ଦେଖାଇଲେ ୫ଟି ସଚିବ,ଗିରଫ ଭାସ୍କର ସାହୁକୁ ଛାଡ଼ିବାକୁ ଦେଲେ ନିର୍ଦ୍ଦେଶ

କାଳିମାଡ଼ ସତ୍ତ୍ବେ ଉଦାରତା ଦେଖାଇଲେ ୫ଟି ସଚିବ ଭିକେ ପାଣ୍ଡିଆନ । ଗିରଫ ଭାସ୍କର ସାହୁକୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଲେ ୫ଟି ସଚିବ । ଭିକେ ପାଣ୍ଡିଆନଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଭାସ୍କର ସାହୁକୁ ଖଲାସ କରିଛି । ଅଭିଯୁକ୍ତ ଭାସ୍କରକୁ ଛାଡ଼ିବା ପରେ ୫ଟି ସଚିବଙ୍କୁ ଧନ୍ୟବାଦ ଜଣାଇଲେ…