Browsing Tag

Thanks to our reforms

ଆମର ସଂସ୍କାର ଯୋଗୁଁ ସାରା ବିଶ୍ୱରେ ଭାରତ ଏବେ ମିତ୍ରତା ଭୂମିକା ତୁଳାଉଛି:ପ୍ରଧାନମନ୍ତ୍ରୀ

ସଂସଦର ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି । ଲୋକସଭାକୁ ସମ୍ବୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ମୋଦୀ ନିଜ ଅଭିଭାଷଣରେ ଜି-୨୦ ଶିଖର ସମ୍ମିଳନୀ ପ୍ରସଙ୍ଗ ଉଠାଇଛନ୍ତି । କହିଛନ୍ତି ଜି-୨୦ ବୈଠକର ସଫଳ ଆୟୋଜନ ଦେଶର ଗୌରବ ବଢାଇଛି । ଜି-୨୦ ଶିଖର ସମ୍ମିଳନୀର ସଫଳତା ଦେଶର…