ଠକ ଡାକ୍ତର : ଗୌହାଟୀର ସରକାରୀ ଡାକ୍ତରାଣୀଙ୍କୁ ରମେଶ ସ୍ୱାଇଁ ଲଗାଇଛି ୨୧ ଲକ୍ଷ ଟଙ୍କାର ଚୂନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନକଲି ଡାକ୍ତରଙ୍କ ୧୯ ନମ୍ବର ପତ୍ନୀଙ୍କ ଅଭିଯୋଗ ଯେ, ଗୌହାଟୀର ଜଣେ ସରକାରୀ ଡାକ୍ତରାଣୀଙ୍କୁ ଧୂର୍ତ୍ତ ରମେଶ ସ୍ୱାଇଁ ୨୧ ଲକ୍ଷ ଟଙ୍କାର ଚୁନ ଲଗାଇଛନ୍ତି । ୨୦୨୧ ମେରେ କରୋନା କଟକଣା ଭିତରେ ପରିବାର ଭିତରେ ଗୌହାଟୀରେ ମହିଳା ଡାକ୍ତରଙ୍କୁ ବିବାହ କରିଥିଲା ଲଭ୍…