Browsing Tag

Testing

ଅଗ୍ନୀ-୪ର ସଫଳ ପରୀକ୍ଷଣ

ଭଦ୍ରକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନୀ-୪ର ସଫଳ ରାତ୍ରୀକାଳୀନ ବ୍ୟବହାର ଉପଯୋଗୀ ପରୀକ୍ଷଣ ସମୋବାର ଭଦ୍ରକର ଅବଦୁଲ କଲମା ଆଇଲାଣ୍ଡରୁ ହୋଇଛି। ଆଣବିକ ଅସ୍ତ୍ର ବହନ କ୍ଷମତା ସଂପନ୍ନ ଏହି ବାଲିଷ୍ଠିକ ମିସାଇଲକୁ ଗୋଟିଏ ମୋବାଇଲ ଲଞ୍ଚରରୁ ପରୀକ୍ଷା କରାଯାଇଥିଲା।…