Browsing Tag

Terrible fire in plastic factory warehouse

ଖୋର୍ଦ୍ଧାର ପ୍ଲାଷ୍ଟିକ କାରଖାନା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ,ସ୍ଥିତି ପରଖିଲେ ଜିଲ୍ଲାପାଳ ଓ ଏସପି

ଖୋର୍ଦ୍ଧା ବରୁଣେଇ ପାହାଡ଼ ତଳେ ଥିବା ପ୍ଲାଷ୍ଟିକ କାରଖାନା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲିଭା କାର୍ଯ୍ୟରେ ଲାଗିଛି ୧୦ଟି ଅଗ୍ନିଶମ ଗାଡ଼ି । ହେଲେ ନିଆଁର ତୀବ୍ରତା ଅଧିକ ଯୋଗୁ ନିଆଁ ଲିଭାଇବା ଅସମ୍ଭବ ହୋଇ ପଡ଼ିଛି । ଘଟଣାସ୍ଥଳରେ ପୋଲିସ କତୃପକ୍ଷ ମଧ୍ୟ ପହଞ୍ଚି ପରିସ୍ଥିତି ଉପରେ…