କୁଏତରେ ଭୟାବହ ଅଗ୍ନିକାଣ୍ଡ, ୪୦ ଭାରତୀୟ ମୃତ
କୁଏତର ଦକ୍ଷିଣ ସହର ମଙ୍ଗଫ୍ରେ ବୁଧବାର ଏକ ବିଲ୍ଡିଂରେ ନିଆଁ ଭୟଙ୍କର ଅଗ୍ନିକାଣ୍ଡ। ଏହି ଘଟଣାରେ ୪୦ ଭାରତୀୟ ଶ୍ରମିକ ମୃତ୍ୟୁ ହୋଇଛି। କୁଏତର ସରକାରୀ ନ୍ୟୁଜ ଏଜେନ୍ସି ନିଜ ରିପୋର୍ଟରେ ଏହି ସୂଚନା ଦେଇଛି। ନିଆଁ ବୁଧବାର ସକାଳେ ଲାଗିଥିଲା ଓ ବିଲ୍ଡିଂରେ କଳା ଧୂଆଁର ଆସ୍ତରଣ ଦେଖିବାକୁ…