ଘରେ ପଶି ବିଜେପି କର୍ମୀଙ୍କୁ ଗୁଳି କଲେ ଆତଙ୍କବାଦୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣି ଜଣେ ବିଜେପି କର୍ମୀଙ୍କୁ ଗୁଳିକଲେ ଆତଙ୍କବାଦୀ। ଜାମ୍ମୁ କାଶ୍ମୀର ବଡଗାମ ଜିଲ୍ଲା ଓମପୋରା ଅଞ୍ଚଳରେ ଆତଙ୍କବାଦୀମାନେ ରବିବାର ସକାଳୁ ବିଜେପି କର୍ମୀ ଅବଦୁଲ ହମିଦଙ୍କୁ ଗୁଳି କରି କରିଛନ୍ତି । ତାଙ୍କ ଘରେ ପଶି ତ ଗୁଳି କରିବା ପରେ ସେଠାରୁ ଫେରାର ହୋଇଯାଇଛନ୍ତି…