Browsing Tag

telchare closed

୧୨ଘଣ୍ଟିଆ ତାଳଚେର ବନ୍ଦ

ତାଳଚେର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ । ମେଡିକାଲ କଲେଜକୁ ସରକାର ଚଳାଇବା ଦାବିରେ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ତାଳଚେରରେ ଦୋକାନ ବଜାର ବନ୍ଦ ରହିବା ସହ ଚକଅଖ ବନ୍ଦ ।…