ସ୍ପେସାଲ୍ ଓଟିଇଟି ପରୀକ୍ଷାରେ ଫେଲ୍ ଶିକ୍ଷକମାନଙ୍କୁ ଆଉ ଏକ ସୁଯୋଗ, ୩୧ରେ ଦେବେ ପୁଣିଥରେ ପରୀକ୍ଷା
ସ୍ପେସାଲ୍ ଓଟିଇଟି ପରୀକ୍ଷାରେ ଫେଲ୍ ଶିକ୍ଷକମାନଙ୍କୁ ବୋର୍ଡ କର୍ତ୍ତୃପକ୍ଷ ଏକ ସୁଯୋଗ ଦେଇଛନ୍ତି । ଆସନ୍ତା ୩୧ ତାରିଖରେ ହେବାକୁ ଥିବା ଓଟିଇଟିରେ ସେମାନେ ପରୀକ୍ଷା ଦେଇପାରିବେ । ଏମାନେ ଅନ୍ୟ ସାଧାରଣ ପରୀକ୍ଷାର୍ଥୀଙ୍କ ସହ ମିଶି ଓଟିଇଟି ପରୀକ୍ଷା ଦେବେ । ଏଥିଲାଗି ଆଜି ଅର୍ଥାତ ୧୬…