ପ୍ରଥମେ ଶନି ଓ ରାହୁ ଗଲେ, ଆଗକୁ କେତୁ ଯିବେ : ତାରା ବାହିନୀପତି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲକ୍ଷ୍ମୀପୁରର ପୂର୍ବତନ କଂଗ୍ରେସ ବିଧାୟକ କୈଳାଶ କୁଲେସିକା ବିଜେଡିରେ ଯୋଗଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ସଭାନେତ୍ରୀ ମୀନାକ୍ଷୀ ବାହିନୀପତି ଓ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । କଂଗ୍ରେସ ଦଳ ତ୍ୟାଗ କରି କୈଳାଶ କୁଲେସିକା ବିଜେଡି ଦଳରେ…