ତାଲିବାନୀ ଶାସନରେ କେମିତି ହେବ ପାଠପଢା ? ଭବିଷ୍ୟତ ଓ ସ୍ୱାଧିନତା ନେଇ ଚିନ୍ତାରେ ଆଫଗାନିସ୍ତାନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଫଗାନିସ୍ତାନ ଦଖଲ ପରେ ଚିନ୍ତାରେ ଏବେ ଯୁବପିଢୀ । ଆଫଗାନିସ୍ତାନରେ ତାଲିବାନ ଶାସନ ପରେ ସେମାନଙ୍କ ଭବିଷ୍ୟତ ଏବଂ ସ୍ୱାଧିନତା ନେଇ ସେମାନେ ଚିନ୍ତିତ । ସମସ୍ତଙ୍କ ମନରେ ଏକମାତ୍ର ପ୍ରଶ୍ନ, ସେମାନଙ୍କ ଭବିଷ୍ୟତ କ’ଣ ହେବ । ମହିଳାମାନେ ଶିକ୍ଷା ଏବଂ ଚାକିରୀର ସଙ୍କଟ…