ଏହି କାରଣରୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦକୁ ଧମକ ଦେଲା ତାଲିବାନ
ତାଲିବାନ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିବା ଦିନଠାରୁ ସେଠାରେ ଥିବା ଲୋକଙ୍କ ଅଧିକାରର କଥା ସାମ୍ନାକୁ ଆସୁଛି । ଏହି ସମୟରେ ତାଲିବାନ ସରକାର ମିଳିତ ଜାତିସଂଘ ସୁରକ୍ଷା ପରିଷଦକୁ ଧମକ ଦେଉଛି । ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ତାଲିବାନ ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ସୁରକ୍ଷା…