ତମାଖୁ ସେବନ କ୍ୟାନ୍ସରର ପ୍ରମୁଖ କାରଣ
ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ତମାଖୁ ସେବନର ବହୁ କୁପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡେ ଆଉ ସାଙ୍ଘାତିକ ରୋଗ ସୃଷ୍ଟି କରେ। ୧୭ ପ୍ରକାରର କ୍ୟାନ୍ସର ହୋଇଥାଏ ତମାଖୁ ସେବନ ଦ୍ୱାରା। ତେବେ ତମାଖୁ ହେଇଛି କ୍ୟାନ୍ସର ସୃଷ୍ଟିର ମୁଖ୍ୟ କାରଣ। ପ୍ରତି ୮ ସେକେଣ୍ଡରେ ଜଣେ କ୍ୟାନ୍ସରରେ ଆକ୍ରାନ୍ତ…