ବିବାହ କଲେ ତାପସୀ ପନ୍ନୁ
ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ । ଉଦୟପୁରରେ ଏକ ଅନ୍ତରଙ୍ଗ ପାରିବାରିକ ସମାବେଶରେ ବ୍ୟାଡମିଣ୍ଟନ ଖେଳାଳି ମାଥିଆସ୍ ବୋଏଙ୍କୁ ବିବାହ କରିଛନ୍ତି। ଉଭୟ ଶିଖ୍ ଧର୍ମ ଏବଂ ଖ୍ରୀଷ୍ଟିଆନ ରୀତିନୀତିରେ ଦୁହିଁଙ୍କ ବିବାହ ହୋଇଥିବା ଜଣାପଡିଛି ।
ତାପସୀ ପନ୍ନୁ…