Browsing Tag

Sweating reason

ଆପଣଙ୍କ ଶରୀରରୁ ମଧ୍ୟ ବାହାରୁଛି ଅଧିକ ଝାଳ କି ? ତେବେ ଯାଣିନିଅନ୍ତୁ ଏହା ପଛର କାରଣ ଏଭଳି ସମସ୍ୟା

ଅନେକ ଲୋକଙ୍କର ଶରୀରରୁ ଅଧିକ ଝାଳ ବାହାରିଥାଏ । ବେଳେବେଳେ ଏହା ପଛର କାରଣ ସ୍ୱାଭାବିକ । କିନ୍ତୁ ବେଳେବେଳେ ହାଇପରହିଡ୍ରୋସିସ ପାଇଁ ଅତ୍ୟଧିକ ଝାଳ ବାହାରେ । ଝାଳ ବାହାରିବା ଶରୀରର ଏକ ନିତିଦିନିଆ ପ୍ରକ୍ରିୟା । ଝାଳ ବାହାରିବା ଦେହ ପାଇଁ ଭଲ ବୋଲି ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ…