ମଣିପୁରରେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ବିଏସ୍ଏଫ୍ ଯବାନ ସସ୍ପେଣ୍ଡ
ମଣିପୁରରେ ଜାରି ଜାତିଗତ ହିଂସା ମଧ୍ୟରେ ମହିଳାଙ୍କ ସହିତ ଦୁର୍ବ୍ୟବହାରର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଇମ୍ଫାଲ୍ ଏକ ଗ୍ରୋସରୀ ଷ୍ଟୋର୍ରେ ଜଣେ ବିଏସ୍ଏଫ୍ ଯବାନ ମହିଳାଙ୍କ ସହିତ ଦୁର୍ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଜୁଲାଇ ୨୦ ତାରିଖର ବୋଲି କୁହାଯାଉଛି ।…