କୁଖ୍ୟାତ ମାଓବାଦୀଙ୍କ ଆତ୍ମସମର୍ପଣ
ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାଓବାଦୀ) ବଲାଙ୍ଗିର-ବରଗଡ- ମହାସମୁନ୍ଦ(ବିବିଏମ୍) ଡିଭିଜନର ଏସିଏମ୍ ତଥା ଛତିଶଗଡ଼ କ୍ୟାଡର ମହେଶ ବଲାଙ୍ଗିର ପୁଲିସ ମୁଖ୍ୟାଳୟରେ ଆତ୍ମ ସମର୍ପଣ କରିଛି। ପୁଲିସ ଡିଆଇଜି ହିମାଂଶୁ ଲାଲ, ଏସପି ରିଷିକେଶ ଖିଲାରୀ ତାଙ୍କୁ ମାଓବାଦୀ ଚିନ୍ତାଧାରାରୁ ଦୂରେଇ ସମାଜର…