ମୁଁ ପାଠ ପଢିବି, କାଳିଆ ଘୋଡ଼ାରେ ଚଢ଼ିବି…ଏହି ସ୍ଵରରେ ପୁଣି ଥରେ ଧୁନ ମଚାଇଲେ ସୁର ରାଉତରାୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମୁଁ ସରକାରୀ ସ୍କୁଲରେ ପଢ଼ି ଗର୍ବିତ । ମୁଁ ପାଠ ପଢିବି, କାଳିଆ ଘୋଡ଼ାରେ ଚଢ଼ିବି, ମଧୁ ବାବୁ ସଙ୍ଗେ ଲଢ଼ିବି । ବିଧାୟକ ସୁର ରାଉତରାୟ ଏହି ସ୍ଵରରେ ଗାଇଲେ ଆଉ ଏକ ଗୀତ । ସରକାରୀ ସ୍କୁଲ ହେଉକି ବେସରକାରୀ ସ୍କୁଲ ପାଠ ପଢିବା ପାଇଁ ଗୀତରେ ପରାମର୍ଶ ଦେଉଛନ୍ତି ସୁର…