Browsing Tag

Supreme courts

ଦୀର୍ଘଦିନ ଧରି ଦେଖାରଖା କରୁଥିଲେ ବି କର୍ମଚାରୀ ସମ୍ପତ୍ତିର ମାଲିକ ନୁହେଁ- ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୧।୦୯ : ସମ୍ପତ୍ତିର ଦେଖାରଖା କରୁଥିବା ବ୍ୟକ୍ତି କେବେ ମାଲିକ ହୋଇପାରିବ ନାହିଁ । ଦୀର୍ଘବର୍ଷ ଧରି କେବଳ ଦେଖାରଖା ପାଇଁ ନିୟୋଜିତ ବ୍ୟକ୍ତିର ସମ୍ପତ୍ତି ଉପରେ କୌଣସି ଅଧିକାର ନାହିଁ । ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇବା ସମୟରେ ଏହା କହିଛନ୍ତି ସୁପ୍ରିମକୋର୍ଟ ।ଏହାସହ…