Browsing Tag

Supreme court

ରାତି ୮ଟାରୁ ୧୦ ମଧ୍ୟରେ ବାଣ ଫୁଟାଇବାକୁ ନିର୍ଦ୍ଦେଶ ଜାରି କଲା କମିଶନରେଟ ପୋଲିସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଲୋକର ପର୍ବ ଦୀପାବଳି କୁ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶାବଳୀ ଜାରି କରିଛି । କଟକ, ଭୁବନେଶ୍ୱରରେ ରାତି ୮ଟାରୁ ୧୦ ମଧ୍ୟରେ ବାଣ ଫୁଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ୧୨୫ ଡେସିବେଲ୍‌ରୁ ଅଧିକ ଶବ୍ଦ କରୁଥିବା ବାଣ ଫୁଟାଇବା ନିଷେଧ କରାଯାଇଛି । ଲୋକଙ୍କ…

ଆନ୍ଦୋଳନକାରୀଙ୍କୁ ଝଟକା, ସରକାରୀ ସମ୍ପତ୍ତି ନଷ୍ଟ କଲେ ହେବ କାର୍ଯ୍ୟାନୁଷ୍ଠାନ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): କୌଣସି ଆନ୍ଦୋଳନ ସମୟରେ ସରକାରୀ ସମ୍ପତ୍ତି ଭଙ୍ଗାରୁଜା କଲେ ହେବ କାର୍ଯ୍ୟାନୁଷ୍ଠାନ । ଆଗକୁ ଆନ୍ଦୋଳନ କିମ୍ବା ଧାରଣା ସମୟରେ ଯଦି କେହି ସରକାରୀ ସମ୍ପତ୍ତି ଭାଙ୍ଗେ କିମ୍ବା ନଷ୍ଟ କରେ ତେବେ କଡ଼ା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ । ସୂଚନା…

ସୁପ୍ରିମକୋର୍ଟରେ ସିବିଆଇ କଳି, ୨ସପ୍ତାହ ମଧ୍ୟରେ ତଦନ୍ତ ସାରିବା ପାଇଁ ନିର୍ଦ୍ଦେଶ ଦେଲେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶେଷରେ ସିବିଆଇ କଳି ସୁପ୍ରିମକୋର୍ଟ ରେ ପହଞ୍ଚିବା ପରେ ଆଜି ସୁପ୍ରିମକୋର୍ଟ ସିବିଆଇ ନିର୍ଦେଶକ ଙ୍କ ବିରୁଦ୍ଧରେ ଚାଲିଥିବା ତଦନ୍ତ ୨ସପ୍ତାହ ମଧ୍ୟରେ ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ବର୍ତ୍ତମାନର କାମଚଳା ନିର୍ଦେଶକ ଏମ ନାଗେଶ୍ୱର ରାଓ ଙ୍କୁ…

ଦୀପାବଳି ପୂର୍ବରୁ ନିର୍ମାଣ ହେବ ଅଯୋଧ୍ୟାରେ ରାମ ମନ୍ଦିର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ କୁ ସମସ୍ତଙ୍କର ଅପେକ୍ଷା ଥିଲା । ମାତ୍ର ଅଯୋଧ୍ୟାରେ ବାବ୍ରୀ ମସଜିଦ୍ - ରାମ ମନ୍ଦିର ବିବାଦ ମାମଲାର ଶୁଣାଣି ପାଇଁ ବୃହତ୍ତର ଖଣ୍ଡପୀଠର ଆବଶ୍ୟକତା ନାହିଁ ବୋଲି ଆଜି ସୁପ୍ରିମ୍ କୋର୍ଟ ରାୟ ଦେବାପରେ…

ପରକୀୟା ପ୍ରୀତି ଏକ ଅପରାଧ ନୁହେଁ:ସୁପ୍ରିମକୋର୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତ ଭଳି ଏକ ସଭ୍ୟ, ଏବଂ ସଂସ୍କୃତି ପୁର୍ଣ ରାଷ୍ଟ୍ର ରେ ପରକୀୟା ପ୍ରୀତି ଏକ ଅପରାଧ ନୁହେଁ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ, ଏଭଳି ଏକ ରାୟ ଶୁଣାଇଛନ୍ତି ।ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ରାୟ ଦେଇ କହିଛନ୍ତି…

ଅପରାଧିକ ମାମଲାରେ ଜଡ଼ିତ ଥିବା ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବ ପାର୍ଲାମେଣ୍ଟ : ସୁପ୍ରିମକୋର୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ସାଧାରଣ ନିର୍ବାଚନ ବେଳେ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ ୩୪ ପ୍ରତିଶତଙ୍କ ନାଁରେ ଅପରାଧିକ ମାମଲା ରହିଥିବାରୁ ଏହାକୁ ନେଇ ଏନଜିଓ ପବ୍ଲିକ ଇଣ୍ଟରେଷ୍ଟ ଫାଉଣ୍ଡେସନ ପକ୍ଷରୁ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଆଜି ସୁପ୍ରିମକୋର୍ଟରେ ୫ ଜଣିଆ…

ପୁରୀରେ ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ, ୧୨ଟି ସଂସ୍କାର ପ୍ରସ୍ତାବର ରିପୋର୍ଟ ଦେବେ ସୁପ୍ରିମକୋର୍ଟରେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଁଚିବା ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାଇ ଆଜି ସକାଳୁ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉ ଙ୍କ ଦର୍ଶନ କରିଥିଲେ । ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବି ଗୋପାଳ ସୁବ୍ରମଣ୍ୟମଙ୍କୁ…

ପୁଣି ଜେଲ ଗଲେ ମହିମା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି କୁଜଙ୍ଗ ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କଲେ ମହିମା ମିଶ୍ର । ଏହାପରେ ମହିମାଙ୍କୁ ଜେଲକୁ ପଠାଇ ଦିଆଯାଇଛି । ପାରାଦୀପ ସିୱେଜ୍ ସିପିଙ୍ଗ୍ ଓ ଲଜିଷ୍ଟିକ ପ୍ରାଇଭେଟ୍ ଲିମିଟେଡର ପରିଚାଳକ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ମହିମାଙ୍କ ଜାମିନ ଆବେଦନ…

ଗଣମାଧ୍ୟମ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ, ଏଣିକି ଛପିବନି ବଳାତ୍କାର ଶିକାର ନାବାଳିକାଙ୍କ ଫଟୋ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଳାତ୍କାରର ଶିକାର ହୋଇଥିବା ନାବାଳିକାଙ୍କ ଫୋଟୋ ବିଭିନ୍ନ ଗଣମାଧ୍ୟମରେ ଝପସା ଦେଖାଇବା ଓ ପୀଡିତାଙ୍କୁ ବାରମ୍ବାର ଦେଖାହୋଇ ଇଣ୍ଟରଭ୍ୟୁ ନେବା ନେଇ ବିରକ୍ତି ପ୍ରକାଶ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । କୌଣସି ଛାପା ବା ବୈଦ୍ୟୁତିକ ଗଣମାଧ୍ୟମ ଆଗକୁ ବଳାତ୍କାରର…

ନିର୍ଭୟା ଗଣ ବଳାତ୍କାର ଅଭିଯୁକ୍ତଙ୍କ ଫାଶି ଦଣ୍ଡାଦେଶ କାଏମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୨ ଡିସେମ୍ବରରେ ର୍ନିଭୟା ଗଣଦୁଷ୍କର୍ମ ମାମଲାର ଚୂଡାନ୍ତ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ପୂର୍ବ ରାୟକୁ କାଏମ ରଖିବା ସହ ଅଭିଯୁକ୍ତ ବିନୟ ଶର୍ମା, ପୱନ ଗୁପ୍ତା ଓ ମୁକେଶ ସିଂହଙ୍କ ରିଭ୍ୟୁ ପିଟିସନକୁ ଖାରଜ କରିଦେଇଛନ୍ତି ଖଣ୍ଡପୀଠ। ପ୍ରଧାନ ବିଚାରପତି ଦୀପକ…