Browsing Tag

Supreme court

ଭାଜପାକୁ ଝଟକା, ପ୍ରଚାର ପାଇଁ ବ୍ୟବହାର ହେବନି ଡାକବାଜି ଯନ୍ତ୍ର: ସୁପ୍ରିମକୋର୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ସାଧାରଣ ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ପାଇଁ ସିଧା ସିଧା ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ପିଲାଙ୍କ ପାଠପଢ଼ା ଠାରୁ ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ନୁହେଁ । ତେଣୁ ନିର୍ବାଚନ ସମୟରେ ପ୍ରଚାର ଲାଗି ଡାକବାଜି ଯନ୍ତ୍ରର…

ମମତା – ସିବିଆଇ ଖଣ୍ଡଯୁଦ୍ଧ, ମମତାଙ୍କୁ ସମର୍ଥନ ଦେବେନି ନବୀନ!

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସିବିଆଇ କାର୍ଯ୍ୟକଳାପକୁ ବିରୋଧ କରି ମମତା ଧାରଣାରେ ବସିଥିବା ବେଳେ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଆଜି ସୁପ୍ରିମ୍‌କୋର୍ଟରେ ସିବିଆଇ କରିଥିବା ଆବେଦନର ଶୁଣାଣି ହୋଇଛି । କୋଲକତା ପୋଲିସ୍‌ କମିଶନର ରାଜୀବ କୁମାର ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତରେ…

ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଏକ ଗୁରୁତ୍ଵପୁର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ବିବାଦୀୟ ଜମି ବାହାରେ ଥିବା ଅଣ-ବିବାଦୀୟ ଜମିଗୁଡ଼ିକୁ ଛାଡ଼ି ଦେବାକୁ କେନ୍ଦ୍ର ସରକାର ସର୍ବୋଚ୍ଚ…

୨୯ରେ ରହିବେନି ବିଚାରପତି, ଘୁଞ୍ଚିଲା ଅଯୋଦ୍ଧା ମାମଲା ଶୁଣାଣି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୯ତାରିଖରେ ଅଯୋଦ୍ଧା ମାମଲାର ଶୁଣାଣି ହୋଇ ପାରିବ ନାହିଁ । ଏହି ମାମଲାର ଶୁଣାଣି ପାଇଁ ଗଠନ ହୋଇଥିବା ନୂଆ ଖଣ୍ଡପୀଠ ମଧ୍ୟରୁ ଜଷ୍ଟିସ୍‌ ଏସ୍‌.ଏ. ବୋବଡେ ଅନୁପସ୍ଥିତ ରହୁଥିବା ଯୋଗୁଁ ଏହାର ଶୁଣାଣିକୁ ସ୍ଥଗିତ ରଖାଯାଇଥିବା ସୁପ୍ରିମକୋର୍ଟ ପକ୍ଷରୁ ଏକ…

ପୌର ନିର୍ବାଚନ: ରିଭ୍ୟୁ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୌର ନିର୍ବାଚନକୁ ନେଇ ରାଜ୍ୟ ସରକାରଙ୍କୁ ଏକ ଝଟକା ଲାଗିଛି । ପୌର ସଂସ୍ଥାଗୁଡ଼ିକରେ ସ୍ଥାନ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ ରଖିବା ସହ ଅଧିକ ସ୍ଥାନ ସଂରକ୍ଷଣ ବେଆଇନ ବୋଲି ଦର୍ଶାଇଥିଲେ । ତେବେ ରାୟର  ପୁନଃବିଚାର କରିବାକୁ ରାଜ୍ୟ…

କେନ୍ଦ୍ରସରକାରଙ୍କୁ ଝଟକା । ସିବିଆଇକୁ ଫେରିବେ ଆଲୋକ ବର୍ମା : ସୁପ୍ରିମକୋର୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶର ସିବିଆଇକୁ ନେଇ ଅନେକ ସମୟ ରେ ବିବାଦ ଉପୁଜୁଥିବା ବେଳେ ଏହାକୁ ନେଇ ଆଉ ଏକ ରାୟ ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଅକ୍ଟୋବର ୨୩ତାରିଖରେ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ପଦରୁ ହଟାଇବା ପାଇଁ ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ସୁପ୍ରିମେକୋର୍ଟ…

ରାଫେଲ୍‌ କିଣାରେ ଦୁର୍ନୀତି ହୋଇନି: ସୁପ୍ରିମ୍‌କୋର୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଫେଲ ଡିଲ୍‌ରେ କୌଣସି ପ୍ରକାରର ଅନିୟମିତତା ହୋଇନାହିଁ ଏବଂ ଏହାର ତଦନ୍ତ ଆବଶ୍ୟକ ନାହିଁ ବୋଲି ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି । ଏଥିସହ ମୋଦି ସରକାରଙ୍କୁ କାଠଗଡ଼ାକୁ ଟାଣିବା ପାଇଁ ହୋଇଥିବା ସମସ୍ତ…

ଅଟକିବନି ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ, ସୁପ୍ରିମକୋର୍ଟ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ସ୍ଥଗିତାଦେଶ ଦେବାକୁ ସୁପ୍ରିମକୋର୍ଟ ଆଜି ମନା କରିଦେଇଛନ୍ତି । ପ୍ରକଳ୍ପ ସମ୍ବର୍ଦ୍ଧିତ ସମସ୍ତ ତଥ୍ୟ ଉଭୟ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କୁ ପ୍ରଦାନ କରିବାକୁ ସର୍ବୋଚ୍ଚ ଅଦାଲତ ଆଜି କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ।…

ବାଲଟ ପେପରରେ ନିର୍ବାଚନକୁ ସୁପ୍ରିମକୋର୍ଟଙ୍କ ନା ଜନସ୍ୱାର୍ଥ ମାମଲା ଖାରଜ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନକୁ ନେଇ ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଇଭିଏମ୍‌ ମେସିନ୍‌ ପରିବର୍ତ୍ତେ ବାଲଟ ପେପରରେ ନିର୍ବାଚନ କରାଇବା ପାଇଁ କରାଯାଇଥିବା ଆବେଦନକୁ ମାନ୍ୟବର ସୁପ୍ରିମ୍‌କୋର୍ଟ ଖାରଜ କରିଛନ୍ତି । ପ୍ରଧାନ ବିଚାରପତି…

ସୁପ୍ରିମକୋର୍ଟଙ୍କ ନିୟମ ମାନିଲେନି ରାଜଧାନୀବାସୀ ସାଙ୍ଘାତିକସ୍ତରରେ ଦିଲ୍ଲୀର ବାୟୁ ପ୍ରଦୂଷଣ

ଓଡ଼ିଶାଫାଷ୍ଟ(ବ୍ୟୁରୋ)-ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ବାୟୁ ପ୍ରଦୂଷଣ ବଢ଼ାଇଛନ୍ତି ରାଜଧାନୀବାସୀ। ଦୀପାବଳିରେ ବାଣ ଫୁଟାଇବା ପାଇଁ ସୁପ୍ରିମକୋର୍ଟ ଜାରି କରିଥିବା କଟକଣାକୁ ବେଖାତିର କରି ବାଣ ଫୁଟାଇଥିବାରୁ ବୁଧବାର ରାତିରୁ ରାଜଧାନୀରେ ବାୟୁ ପ୍ରଦୂଷଣ ସାଙ୍ଘାତିକ ସ୍ତରରେ…