୨୦୦୨ ଗୁଜରାଟ ଦଙ୍ଗା, ମୋଦିଙ୍କ ବିରୋଧରେ ଶୁଣାଣି ୧୯ରେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୦୨ ମସିହା ଗୁଜରାଟର ଗୋଧ୍ରା ଦଙ୍ଗାର ପରବର୍ତ୍ତୀ ହିଂସାରେ ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦିଙ୍କ ସମ୍ପୃକ୍ତି ନେଇ ସୁପ୍ରିମକୋର୍ଟରେ ଦାଏର ହୋଇଥିବା ପିଟିଶନର ଶୁଣାଣି ଆସନ୍ତା ୧୯ ତାରିଖରେ ହେବ । ଜଷ୍ଟିସ୍…