ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ; MP, MLAଙ୍କ ବିରୋଧରେ ରହିଥିବା ମାମଲାଗୁଡିକର ତୁରନ୍ତ ଫଏସଲା କର
ନିର୍ବାଚିତ ଏମପି, ଏମଏଲଏଙ୍କ ବିରୋଧରେ ଦାୟର ଅପରାଧିକ ମାମଲାଗୁଡିକର ତୁରନ୍ତ ଫଏସଲା ଲାଗି ହାଇକୋର୍ଟଗୁଡିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଯେଉଁ ସବୁ ରାଜ୍ୟରେ ଏମପି, ଏମଏଲଏମାନଙ୍କ ବିରୋଧରେ ପଡିରହିଛି ମାମଲା ତାହାର ତୁରନ୍ତ ଫଏସଲା ଲାଗି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହା…